ପୁନେ, ପାରମ୍ପରିକ ଇନ୍ଧନକୁ ସବୁଜ ଇନ୍ଧନର ବିକଳ୍ପ କରିବା ନିମନ୍ତେ ଦେଶବ୍ୟାପୀ ପ୍ରୟାସ ଜାରୀ ରହିଛି । ଏହି କ୍ରମରେ ଦେଶର ମହାରାଷ୍ଟ୍ରରେ ସର୍ବାଧିକ ଇ-ବାହନ କ୍ରୟ କରାଯାଉଥିବା ଜଣାପଡିଛି ।
ଇଲେକ୍ଟ୍ରୋନିକ ଭେଇକିଲ ବିକ୍ରୀ ମାମଲାରେ କର୍ଣ୍ଣାଟକ ଦ୍ଵିତୀୟ ସ୍ଥାନରେ ରହିଛି । ସେହିପରି ତାମିଲନାଡ଼ୁ ତୃତୀୟ, ଗୁଜୁରାଟ ଚତୁର୍ଥ ଏବଂ ରାଜସ୍ଥାନ ପଂଚମ ସ୍ଥାନରେ ରହିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO