
ଭୁବନେଶ୍ବର : ପଲାସା ପାସେଞ୍ଜର ଟ୍ରେନରୁ ଟ୍ରେନ ଚାଲିଥିବା ସମୟରେ ଲିଙ୍ଗରାଜ ଷ୍ଟେସନରୁ ଓଲାଇଲା ବେଳେ ବିଇଟ କଲେଜ,ସୁନ୍ଦରପଦ। ରେ ପଢ଼ୁଥିବା ବିଷ୍ଣୁ ପ୍ରସାଦ କଳସି ଅସାବଧାନତା ଯୋଗୁ ପଡି ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ଅଣ୍ଟା ମାଡ ହୋଇଯାଇଥିବା ଜଣା ପଡୁଛି ।ପ୍ରଦୀପ ସେବା ଟ୍ରଷ୍ଟ ଦ୍ୱାରା ଉଦ୍ଧାର କରାଯାଇ ୬ନଂ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ।ଏବଂ ତାଙ୍କ ଘର ଲୋକକୁ ଖବର ଦିଆଯାଇଛି