ନୂଆଦିଲ୍ଲୀ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ବି ମୁରଲୀଧରନ ବ୍ରାଜିଲର ଦୁଇ ଦିନିଆ ସରକାରୀ ଯାତ୍ରାରେ ରହିବେ । ଭାରତର ସ୍ବାଧୀନତାର 75 ବର୍ଷ ପୂର୍ଣ ହେବା ଅବସରରେ ନଭେମ୍ବର 8 ତାରିଖ ଦିନ ବ୍ରାଜିଲର ସଂସଦରେ ଆୟୋଜିତ ଅଧିବେଶନରେ ଭାଗ ନେବେ।
ନୂଆଦିଲ୍ଲୀ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ବି ମୁରଲୀଧରନ ବ୍ରାଜିଲର ଦୁଇ ଦିନିଆ ସରକାରୀ ଯାତ୍ରାରେ ରହିବେ । ଭାରତର ସ୍ବାଧୀନତାର 75 ବର୍ଷ ପୂର୍ଣ ହେବା ଅବସରରେ ନଭେମ୍ବର 8 ତାରିଖ ଦିନ ବ୍ରାଜିଲର ସଂସଦରେ ଆୟୋଜିତ ଅଧିବେଶନରେ ଭାଗ ନେବେ।
Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO