ନୂଆଦିଲ୍ଲୀ, ଗତକାଲି ଆଇଏନଏସ ବିକ୍ରାନ୍ତରେ ଆରୋହଣ କରିବାର ଗୌରବକୁ ପ୍ରଧାନମନ୍ତ୍ରୀ ଶେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଆଇଏନଏସ ବିକ୍ରାନ୍ତରେ ଆରୋହଣ କରିବାର ଗୌରବ ସମ୍ପର୍କରେ ଉଲ୍ଲେଖ କରିବା ସହ ଏକ ଭିଡିଓ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି,
“ଭାରତ ପାଇଁ ଏକ ଐତିହାସିକ ଦିନ ! ଗତକାଲି ଆଇଏନଏସ ବିକ୍ରାନ୍ତରେ ଆରୋହଣ କରିବାର ଗର୍ବିତ ଭାବନାକୁ ଶବ୍ଦରେ ପ୍ରକାଶ କରି ହେବନାହିଁ ।”
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO