
ନୂଆଦିଲ୍ଲୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଧମ ସିଂହଙ୍କ ବଳିଦାନ ଦିବସରରେ ତାଙ୍କୁ ସ୍ମରଣ କରିଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ – ଜାଲିଆଁୱାଲା ବାଗ ନରସଂହାରର ପ୍ରତିଶୋଧ ନେଇଥିବା ମା ଭାରତୀଙ୍କ ସୁପୁତ୍ର, ଅମର ବିପ୍ଲବୀ ଶହୀଦ ଉଧମ ସିଂହଙ୍କ ବଳିଦାନ ଦିବସରେ ତାଙ୍କୁ ଶତ ଶତ ନମନ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଧ୍ୟାୟେ ଉଧମ ସିଂଙ୍କ ଦେଶପ୍ରେମ ଓ ଆଦମ୍ୟ ସାହସର ଗୌରବ ଗାଥା ସଦୈବ ସ୍ୱର୍ଣିମ ଅକ୍ଷରରେ ଅଂକିତ ହୋଇ ରହିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO