ଦେହରାଦୁନ , ଉତରାଖଣ୍ଡରେ ଗତ ୨୪ ଘଂଟାରେ ୪୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ଜଣଙ୍କର ହେଲେ ମୃତ୍ୟୁ ଘଟିନାହିିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬୯ ହୋଇଛି ।
କେରଳରେ ଗତ ୨୪ ଘଂଟାରେ ୨୨,୦୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ତିରୁବନନ୍ତପୁରମ ,କେରଳରେ ଗତ ୨୪ ଘଂଟାରେ ୨୨,୦୬୪ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଏହା ସହ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୫୪,୮୨୦ ହୋଇ ଯାଇଛି ।
ମଣିପୁରରେ ୧,୦୦୦ କରୋନାର ନୂଆ ମାମଲା
ଇମ୍ଫାଲ,ମଣିପୁରରେ ଗତ ୨୪ ଘଂଟାରେ ୧,୦୦୦ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ୧୦,୮୯୫ ସକ୍ରିୟ ମାମଲା ରହିଛି ।