
ବାରିପଦା, ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଦୁଧିଆଣି ରେଞ୍ଜ୍ ଓକତାପାଳ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ପଶି ଦୁଇଟି ଘର ଭାଙ୍ଗିବା ସହ ଘରେ ଗଚ୍ଛିତ ଥିବା ଧାନ, ଚାଉଳ ଖାଇ ଯାଇଥିବା ଅଭିଯୋଗ ହୋଇଛି । ଏହି ହାତୀ ପଲରେ ୧୮ଟି ଜଙ୍ଗଲି ହାତୀ ରହିଛନ୍ତି ।ଏହି ହାତୀ ପଲ ଗତ ୧୫ ଦିନ ହେବ ଶୁକୃଳି, ଯଶିପୁର, କରଞ୍ଜିଆ ଆଦି ଅଂଚଳରେ ଉତ୍ପାତ ମଚାଇଥିବା ଲୋକେ ଅଭିଯୋଗ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO