ଗଞ୍ଜାମ, ଶେରଗଡ଼ ତହସିଲଦାର ଦୟାସିଂଧୁ ପରିଡା ଆଜି ସକାଳେ ଶେରଗଡ଼ ଜାତୀୟ ରାଜପଥରେ ଅଚାନକ ସଦଳବଳେ ଚଢ଼ଉ କରି ୨୫ଟି ବାଲି ଓ ମୋରମ ବୋଝେଇ ଟ୍ରକ୍ ଓ ଟାକ୍ଟରକୁ ଜବତ କରିଛି । ଶେରଗଡ ଅଂଚଳରେ ଚୋରାରେ ବାଲି ଓ ମୋରମ ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ତହସିଲଦାର ଅହରହ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO