
ମାଲକାନଗିରି, ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୮ ୯ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9384ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮ ୫ ୧ ୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ ୮ ୩ ୯ ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ହୋଇ 34ଜଣଙ୍କ ମୃତ୍ୟୁ ହୋଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳରଚିଦାନନ୍ଦ ସାହି, ଝାଟିମାଟି କଲୋନୀ, ପୌରାଞ୍ଚଳ କାର୍ଯ୍ୟାଳୟ ନିକଟ, ଡ଼ି ଏନ କେ ମୁଖ୍ୟ ରାସ୍ତା, ପୁରୁଣା ମେଡିକାଲ କଲୋନୀ, ରାଜସ୍ୱ କଲୋନୀ, ପୁରୁଣା ଥାନା ପରିସର, ମାଉଲି ମା ମନ୍ଦିର ନିକଟ, ସତ୍ୟମଗୁଡା ଓ ବୁଟିଗୁଡା ରୁ ୧ ୧ ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ଉଡୁପା ଓ ପେଡାକୋଣ୍ଡା ପଞ୍ଚାୟତରୁ ୨ ଜଣ! କୋରୁକୋଣ୍ଡା ବ୍ଲକ ସୋମନାଥପୁର, କାମବେଡା, ତାରଲା କୋଟା , ନାକାମାମୁଡି,କୋରୁକୋଣ୍ଡା ଓ ପୋଟ୍ରେ ଲ ପଞ୍ଚାୟତରୁ ୬ ଜଣ!ମାଥିଲି ବ୍ଲକର ଆମ୍ବାଗୁଡା, ଭେଜାଗୁଡା, କର୍ତ୍ତନପାଲି, ଉଦୁଲିବେଡା, ଚେଡେଙ୍ଗା ଓ ମାଥିଲି ପଞ୍ଚାୟତରୁ ୭ ଜଣ!ଖଇରପୁଟ ବ୍ଲକର ଗୋବିନ୍ଦ ପାଲି, ରାସବେଡା, କୁଡୁମୁଲୁଗୁମା, ପୋଡାଘାଟ ଓ ଖଇରପୁଟ ପଞ୍ଚାୟତରୁ ୧ 0 ଜଣ!କାଲିମେଳା ବ୍ଲକ ର କୋଇମେଟଲା, ମହାରାଜପାଲି, କାଲିମେଳା, ବଡିଗାଟା, ବଦଲି, ଭୁବନପାଲି, ଗୁମୁକା, ଲୁଗେଲ, ନାଲଗୁଣ୍ଠି, ଟିଗଲ, ମୋଟୁ, ଭେଙ୍କଟପାଲମ, ମାନ୍ୟମକୋଣ୍ଡା ଓତେଲେରାଇ ପଞ୍ଚାୟତରୁ ୩ ୫ ଜଣ!ପଡିଆ ବ୍ଲକର ମାଟେରୁ, ପଡିଆ, ଶିମିଳିବାଞ୍ଛା, ନିଲିଗୁଡା, ଗିରକାନପାଲି ଓ ଉଣ୍ଡରୁକୋଣ୍ଡାପଞ୍ଚାୟତରୁ 14 ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକ ର ବଡ଼ପଡା ଓ ଚିତ୍ରକୋଣ୍ଡାପ ଞ୍ଚାୟତରୁ 4ଜଣ ଚି଼ହ୍ନଟ ହୋଇଛି!ଆଜି ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO