ରାଷ୍ଟ୍ରୀୟ ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ କରୋନାର ୧୪,୭୯୨ ନୂଆ ମାମଲା desk April 30, 2021 ହାଇଦ୍ରାବାଦ , ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ ୧୪,୭୯୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୧୪,୧୫୮ହୋଇଛି । ଉତରାଖଣ୍ଡରେ କରୋନାର ୬,୨୫୧ ନୂଆ ମାମଲା ଦେହରାଦୂନ, ଉତରାଖଣ୍ଡରେ କରୋନାର ୬,୨୫୧ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢି ୪୮,୩୧୮ ହୋଇଛି । Tags: Andhra Pradesh/ Uttarakhand Continue Reading Previous: ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୬୬,୧୫୯ କରୋନାର ନୂଆ ମାମଲା Next: କର୍ଣାଟକରେ ଗତ ୨୪ ଘଂଟାରେ ୩୫,୦୨୪ କରୋନାର ନୂଆ ମାମଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଓଡ଼ିଶା ରେଳ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପାଇଁ ଭାରତୀୟ ରେଳବାଇର ନିବେଦନ 1 min read ରାଷ୍ଟ୍ରୀୟ ଓଡ଼ିଶା ରେଳ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପାଇଁ ଭାରତୀୟ ରେଳବାଇର ନିବେଦନ June 6, 2023 ଆଜି କଟକ ଆସିବେ ମମତା ବାନାର୍ଜୀ ରାଷ୍ଟ୍ରୀୟ ଆଜି କଟକ ଆସିବେ ମମତା ବାନାର୍ଜୀ June 6, 2023 ବାହାନଗା ରେଳ ଦୁର୍ଘଟଣାର ୫୧ ଘଂଟା ପରେ ସମ୍ପୃକ୍ତ ଟ୍ରାକ୍ ରେ ଗଡିଲା ପ୍ରଥମ ଟ୍ରେନ 1 min read ରାଷ୍ଟ୍ରୀୟ ବାହାନଗା ରେଳ ଦୁର୍ଘଟଣାର ୫୧ ଘଂଟା ପରେ ସମ୍ପୃକ୍ତ ଟ୍ରାକ୍ ରେ ଗଡିଲା ପ୍ରଥମ ଟ୍ରେନ June 5, 2023