ରାଷ୍ଟ୍ରୀୟ ତେଲେଙ୍ଗାନାରେ ଗତ ୨୪ ଘଂଟାରେ କରୋନାର ୮,୧୨୬ ନୂଆ ମାମଲା desk April 26, 2021 ହାଇଦ୍ରାବାଦ , ତେଲେଙ୍ଗାନାରେ ଗତ ୨୪ ଘଂଟାରେ ୮,୧୨୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩,୯୫,୨୩୨ହୋଇଛି । ଉତରାଖଣ୍ଡରେ କରୋନାର ୪,୩୬୮ ନୂଆ ମାମଲା ଦେହରାଦୂନ, ଉତରାଖଣ୍ଡରେ କରୋନାର ୪,୩୬୮ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୩୫,୮୬୪ ହୋଇଛି । ବର୍ତମାନ ସୁଦ୍ଧା ୨,୧୬୪ ଜଣଙ୍କର ମୃତ୍ୟୁ ଘଟିଛି । Tags: Telengana/Uttarakhand Continue Reading Previous: ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୬୬,୧୯୧ କରୋନାର ନୂଆ ମାମଲା Next: ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୬,୫୮,୭୦୦ନମୂନାର ପରୀକ୍ଷଣ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ପାଂଚ ଦେଶକୁ ଯାତ୍ରା ପୂର୍ବରୁ ପିଏମ ମୋଦିଙ୍କ ବକ୍ତବ୍ୟ- ବୈଶ୍ୱିକ ଦକ୍ଷିଣରେ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ହେବ ସୁଦୃଢ 1 min read ରାଷ୍ଟ୍ରୀୟ ପାଂଚ ଦେଶକୁ ଯାତ୍ରା ପୂର୍ବରୁ ପିଏମ ମୋଦିଙ୍କ ବକ୍ତବ୍ୟ- ବୈଶ୍ୱିକ ଦକ୍ଷିଣରେ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ହେବ ସୁଦୃଢ July 2, 2025 ଅମରନାଥ ଯାତ୍ରା ଆରମ୍ଭ, ଉପରାଜ୍ୟପାଳ ସିହ୍ନା ତୀର୍ଥଯାତ୍ରୀଙ୍କ ପ୍ରଥମ ବ୍ୟାଚକୁ ଦେଖାଇଲେ ସବୁଜ ପତାକା 1 min read ରାଷ୍ଟ୍ରୀୟ ଅମରନାଥ ଯାତ୍ରା ଆରମ୍ଭ, ଉପରାଜ୍ୟପାଳ ସିହ୍ନା ତୀର୍ଥଯାତ୍ରୀଙ୍କ ପ୍ରଥମ ବ୍ୟାଚକୁ ଦେଖାଇଲେ ସବୁଜ ପତାକା July 2, 2025 ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ ଆୟୋଜିତ କରିବ ଆଇଆଇଏମସି 1 min read ରାଷ୍ଟ୍ରୀୟ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ ଆୟୋଜିତ କରିବ ଆଇଆଇଏମସି July 2, 2025