ରାଷ୍ଟ୍ରୀୟ ଝାରଖଣ୍ଡରେ କରୋନାର ୫,୦୪୧ ନୂଆ ମାମଲା desk April 22, 2021 ରାଂଚି, ଝାରଖଣ୍ଡରେ କରୋନାର ୫,୦୪୧ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୭୭,୩୫୬ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧,୬୦୯ ଜଣଙ୍କର ମୃତ୍ୟୁ ଘଟିଛି । ପଂଜାବରେ ଗତ ୨୪ ଘଂଟାରେ ୪,୯୭୦ କରୋନାର ନୂଆ ମାମଲା ଚଣ୍ଡିଗଡ , ପଂଜାବ ଗତ ୨୪ ଘଂଟାରେ ୪,୯୭୦ ନୂଆ କରୋନାର ମାମଲା ସାମନାକୁ ଆସିଛି । । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮,୮୬୬ହୋଇଛି । Tags: Jharkhand /Punjab Continue Reading Previous: ପଶ୍ଚିମ ବଙ୍ଗରେ ଗତ ୨୪ ଘଂଟାରେ ୧୦,୭୮୪ କରୋନାର ନୂଆ ମାମଲା Next: କର୍ଣାଟକରେ ଗତ ୨୪ ଘଂଟାରେ ୨୩,୫୫୮ କରୋନାର ନୂଆ ମାମଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମଧ୍ୟପ୍ରଦେଶର ଅନେକ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି 1 min read ରାଷ୍ଟ୍ରୀୟ ମଧ୍ୟପ୍ରଦେଶର ଅନେକ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି July 5, 2025 ସମ୍ଭଲ ସଡକ ଦୁର୍ଘଟଣାରେ 8 ଜଣ ମୃତ, ବରଯାତ୍ରୀ ବାହାରିବା ବେଳେ କାନ୍ଥରେ ଧକ୍କା ହୋଇଥିଲା କାର ରାଷ୍ଟ୍ରୀୟ ସମ୍ଭଲ ସଡକ ଦୁର୍ଘଟଣାରେ 8 ଜଣ ମୃତ, ବରଯାତ୍ରୀ ବାହାରିବା ବେଳେ କାନ୍ଥରେ ଧକ୍କା ହୋଇଥିଲା କାର July 5, 2025 ପୁଂଛରେ ଆତଙ୍କବାଦୀ ଠିକଣାର ପର୍ଦ୍ଦାଫାଶ, ହାତ ବୋମା ଓ ଗୋଳା ବାରୁଦ ଜବତ 1 min read ରାଷ୍ଟ୍ରୀୟ ପୁଂଛରେ ଆତଙ୍କବାଦୀ ଠିକଣାର ପର୍ଦ୍ଦାଫାଶ, ହାତ ବୋମା ଓ ଗୋଳା ବାରୁଦ ଜବତ July 5, 2025