ରାଷ୍ଟ୍ରୀୟ କରୋନା ପଜିଟିଭ୍ ହେଲେ ମୁଖ୍ୟ ନିର୍ବାଚନ କମିସନର ଓ ନିର୍ବାଚନ କମିସନର desk April 20, 2021 ନୂଆଦିଲ୍ଲୀ,ଦେଶର ନ ମୁଖ୍ୟ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିସନର ରାଜୀବ କୁମାର କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି । ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା ଅବସର ନେବା ପରେ ମାତ୍ର କିଛିଦିନ ଆଗରୁ ସୁଶୀଲ ଚନ୍ଦ୍ରା ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ପାଇଥିଲେ । Tags: Corona Continue Reading Previous: ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୫,୧୯,୪୮୬ନମୂନାର ପରୀକ୍ଷଣNext: ଭାରତରେ ଟିକାକରଣ ୧୨.୩୮ କୋଟିକୁ ଅତିକ୍ରମ କରିଛି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଓଡ଼ିଶା ରେଳ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପାଇଁ ଭାରତୀୟ ରେଳବାଇର ନିବେଦନ 1 min read ରାଷ୍ଟ୍ରୀୟ ଓଡ଼ିଶା ରେଳ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପାଇଁ ଭାରତୀୟ ରେଳବାଇର ନିବେଦନ June 6, 2023 ଆଜି କଟକ ଆସିବେ ମମତା ବାନାର୍ଜୀ ରାଷ୍ଟ୍ରୀୟ ଆଜି କଟକ ଆସିବେ ମମତା ବାନାର୍ଜୀ June 6, 2023 ବାହାନଗା ରେଳ ଦୁର୍ଘଟଣାର ୫୧ ଘଂଟା ପରେ ସମ୍ପୃକ୍ତ ଟ୍ରାକ୍ ରେ ଗଡିଲା ପ୍ରଥମ ଟ୍ରେନ 1 min read ରାଷ୍ଟ୍ରୀୟ ବାହାନଗା ରେଳ ଦୁର୍ଘଟଣାର ୫୧ ଘଂଟା ପରେ ସମ୍ପୃକ୍ତ ଟ୍ରାକ୍ ରେ ଗଡିଲା ପ୍ରଥମ ଟ୍ରେନ June 5, 2023