ନୂଆଦିଲ୍ଲୀ,ସମଗ୍ର ବିଶ୍ୱରେ ଏ ଯାଏ ୧୩ କୋଟି ୨୩ ଲକ୍ଷ ୯୧ ହଜାର ୧୨୯ ଜଣ ଲୋକ କରୋନା ସଂକ୍ରମିତ ହୋଇସାରିଥିବା ବେଳେ ୨୮ ଲକ୍ଷ ୭୩ ହଜାର ୯୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।କରୋନା ସଂକ୍ରମିତ ୧୦ କୋଟି ୬୬ ଲକ୍ଷ ୭୩ ହଜାର ୮୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୨୮ ଲକ୍ଷ ୪୪ ହଜାର ୯୪୯ ଜଣ ଲୋକ ସକ୍ରିୟ ଅଛନ୍ତି ।ସେହିପରି ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା ୩ କୋଟି ୧୪ ଲକ୍ଷ ୮୫ ହଜାର ୯୯କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୬୯ ହଜାର ୧୮୬ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୪୦ ଲକ୍ଷ ୧୯ ହଜାର ୭୧୫ ଲୋକ ସୁସ୍ଥ ହୋଇଥିବା ବେଳେ ୬୮ ଲକ୍ଷ ୯୬ ହଜାର ୧୯୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୮ ହଜାର ୭୨୪ ଜଣ ଗୁରୁତର ଅଛନ୍ତି ।