ରାଷ୍ଟ୍ରୀୟ ହୋଲି ଅବସରରେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ desk March 29, 2021 ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଆପଣ ସମସ୍ତଙ୍କୁ ହୋଲିର ଢେର ଶୁଭକାମନା । ଆନନ୍ଦ, ଉତ୍ସାହ, ହର୍ଷ ଓ ଉଲ୍ଲାସର ଏହି ପର୍ବ ସମସ୍ତଙ୍କର ଜୀବନରେ ନୂଆ ଉତ୍ସାହ ଓ ନୂଆ ଶକ୍ତି ସଂଚାର କରୁ । Tags: PM Continue Reading Previous: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ Next: ହୋଲି ଅବସରରେ ଶୁଭକାମନା ଜଣାଇଲେ ଉପ ରାଷ୍ଟ୍ରପତି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଗାଜା ୟୁଏନ ମିଶନରେ ଭାରତୀୟଙ୍କ ମୃତ୍ୟୁକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଦୁଃଖ ପ୍ରକାଶ ରାଷ୍ଟ୍ରୀୟ ଗାଜା ୟୁଏନ ମିଶନରେ ଭାରତୀୟଙ୍କ ମୃତ୍ୟୁକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଦୁଃଖ ପ୍ରକାଶ May 15, 2024 ଝୁନଝୁନ କପର ମାଇନ୍ସରେ ଫସିଥିବା 14ଜଣଙ୍କୁ ଉଦ୍ଧାର କରାଗଲା, ଜଣେ ଅଧିକାରୀଙ୍କ ମୃତ୍ୟୁ ରାଷ୍ଟ୍ରୀୟ ଝୁନଝୁନ କପର ମାଇନ୍ସରେ ଫସିଥିବା 14ଜଣଙ୍କୁ ଉଦ୍ଧାର କରାଗଲା, ଜଣେ ଅଧିକାରୀଙ୍କ ମୃତ୍ୟୁ May 15, 2024 ପିଓକେ ଆମର, ଆମେ ତାକୁ ନେଇକରି ରହିବୁ- ଅମିତ ଶାହ ରାଷ୍ଟ୍ରୀୟ ପିଓକେ ଆମର, ଆମେ ତାକୁ ନେଇକରି ରହିବୁ- ଅମିତ ଶାହ May 15, 2024