ନୂଆଦିଲ୍ଲୀ, ରାଷ୍ଟ୍ରପତି ଏନ୍ଆଇଟି ରାଉରକେଲାର 18ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ଆଜି ଯୋଗ ଦେବେ। ସେହିଦିନ, ସେ ମଧ୍ୟ ରାଉରକେଲା ଇସ୍ପାତ କାରଖାନା ଠାରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିବେ।ମାର୍ଚ୍ଚ 22, 2021ରେ ନୂଆଦିଲ୍ଲୀ ଫେରିବା ପୂର୍ବରୁ ରାଷ୍ଟ୍ରପତି କୋଣାର୍କସ୍ଥିତ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ଟ୍ରଷ୍ଟର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ।