ଅହମଦାବାଦ, ଗୁଜରାଟରେ ୬ଟି ନିଗମ ଲାଗି ମତଦାନ ଜାରୀ ରହିଛି । ଏହାର ଫଳାଫଳା ଆସନ୍ତା ୨୩ ତାରିଖରେ ଘୋଷଣା ହେବ । ଅପର ପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଗୁଜରାଟ ପୌରପାଳିକା ନିର୍ବାଚନରେ ଅହମଦାବାଦରେ ଭୋଟ ଦେବେ । । ଅମିତ ଶାହ ଅହମଦାବାଦ ନଗର ନିଗମର ନାରନପୁର ୱାର୍ଡରେ ଭୋଟ ଦେବେ ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO