ରାଷ୍ଟ୍ରୀୟ ମଣିପୁରରେ ଗତ ୨୪ ଘଂଟାରେ କରୋନାର ୧୧ ନୂଆ ମାମଲା desk February 6, 2021 ଇମ୍ଫାଲ , ମଣିପୁରରେ ଗତ ୨୪ ଘଂଟାରେ ୧୧ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୯,୧୧୦ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୩୭୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । Tags: Manipur Continue Reading Previous: ଦିଲ୍ଲୀରେ ଗତ ୨୪ ଘଂଟାରେ ୧୫୪ କରୋନାର ନୂଆ ମାମଲାNext: ଆଜି ଗୁଜରାତ ଉଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଆଜି ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବେ ରାହୁଲ ଗାନ୍ଧୀ 1 min read ରାଷ୍ଟ୍ରୀୟ ଆଜି ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବେ ରାହୁଲ ଗାନ୍ଧୀ May 6, 2024 ଅହମଦାବାଦରେ ଅନେକ ସ୍କୁଲକୁ ବୋମାରେ ଉଡାଇବାକୁ ଧମକପୂର୍ଣ୍ଣ ଇମେଲ ପରେ ହଇଚଇ 1 min read ରାଷ୍ଟ୍ରୀୟ ଅହମଦାବାଦରେ ଅନେକ ସ୍କୁଲକୁ ବୋମାରେ ଉଡାଇବାକୁ ଧମକପୂର୍ଣ୍ଣ ଇମେଲ ପରେ ହଇଚଇ May 6, 2024 କେଦାରନାଥ ଧାମ କପାଟୋତ୍ସବର ପ୍ରସ୍ତୁତି ଆରମ୍ଭ, ପ୍ରଥମ ପର୍ଯ୍ୟାୟ ପାଇଁ ପଂଚମୁଖୀ ବିଗ୍ରହର ଡୋଲିର ପ୍ରସ୍ଥାନ ରାଷ୍ଟ୍ରୀୟ କେଦାରନାଥ ଧାମ କପାଟୋତ୍ସବର ପ୍ରସ୍ତୁତି ଆରମ୍ଭ, ପ୍ରଥମ ପର୍ଯ୍ୟାୟ ପାଇଁ ପଂଚମୁଖୀ ବିଗ୍ରହର ଡୋଲିର ପ୍ରସ୍ଥାନ May 6, 2024