
ନୂଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପ୍ରତିରକ୍ଷା ଏବଂ ଏରୋସ୍ପେସରେ ଭାରତର ଅସୀମିତ କ୍ଷମତା ରହିଛି । ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏରୋ ଇଣ୍ଡିଆ ଏକ ଚମତ୍କାର ମଞ୍ଚ ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରତିରକ୍ଷା ଏବଂ ଏରୋସ୍ପେସରେ ଭାରତର ଅସୀମିତ କ୍ଷମତା ରହିଛି । ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏରୋ ଇଣ୍ଡିଆ ଏକ ଚମତ୍କାର ମଞ୍ଚ । ଭାରତ ସରକାର ଏହି କ୍ଷେତ୍ରର ଭବିଷ୍ୟତ ଦୃଷ୍ଟିକୋଣରେ ସଂସ୍କାର ଆଣିଛନ୍ତି, ଯାହା ଆତ୍ମନିର୍ଭର ଭାରତ ଦିଗରେ ଆମ ପ୍ରଚେଷ୍ଟାରେ ଉତ୍ସାହ ଭରିଦେଵ” ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO