ମହେଶପୁର ଗାଁରେ ଶନିବାର ରାତି ବଡ଼ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ ରାସ୍ତା ଭୁଲିଯାଇ ଗାଁ ଭିତରକୁ ପଶିଯାଇଥିଲା । ସେଠାରେ ବିଦ୍ୟୁତ ତାର ଦୋହଳି ଥିବାରୁ ଡ୍ରାଇଭର ବସକୁ ଅଟକାଇ ଦେଇଥିଲେ । ଏକ ଠେଙ୍ଗାରେ ବିଦ୍ୟୁତ ତାରକୁ ଉପରକୁ ଉଠାଯାଇ ବସ ଆଗକୁ ନେବା ପାଇଁ ଉଦ୍ୟମ କରାଯାଇଥିଲା ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO