
ଛେପ ଖଙ୍କାର ନପକାଇବା ଓ ଥଣ୍ଡା, ଜ୍ଵର, କାଶ,ଦେହ ହାତ ବିନ୍ଧା ହେବା ଏବଂ ଶ୍ୱାସ ନେବାରେ କଷ୍ଟ ଅନୁଭବ ରିବା ଇତ୍ୟାଦି ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ବାସ୍ଥ୍ୟ ବିଭାଗ କିମ୍ବା ୧୦୪ କୁ ଜଣାଇବା ସମ୍ପର୍କରେ ପାଲା ମାଧ୍ୟମରେ ସଚେତନତା କରାଯାଇଥିଲା। ଗାୟକ ଅମରଜିତ୍ ମହାନ୍ତି ଓ ତାଙ୍କ ସହଯୋଗୀଙ୍କ ଦ୍ବାରା ପାଲା ପରିବେଷଣ କରାଯାଇଥିଲା ।ସ୍ବାସ୍ଥ୍ୟକର୍ମୀ ସଞ୍ଜୁକ୍ତା ପାଣିଗ୍ରାହୀ,ଅଙ୍ଗନବାଡି କର୍ମୀ ରୋଜାଲିନ୍ ମିଶ୍ର, ଗୀତାଞ୍ଜଳି ଉପାଧାୟ, ଜୟନ୍ତୀ ଜେନା, ଟିକିଲି ରାୟ, ତିଳୋତ୍ତମା ପ୍ରଧାନ, ଜୟନ୍ତୀ ବେହେରା, ସରସ୍ବତୀ ବେହେରା, ଚନ୍ଦ୍ରକଳା ସିଂହଦେଓ, ରୀତାଞ୍ଜଳି ଜେନା, ଆଶାକର୍ମୀ ହେମଲତା ଭୋଳ, ରଞ୍ଜୁକ୍ତା ସେଠୀ, ପ୍ରତିମା ପ୍ରଧାନ, କବିତା ଭୋଇ,ମନୋରମା ନାୟକ , ଟୁନି ଭୋଇ, ଗୀତାଞ୍ଜଳି ମଲ୍ଲିକ ଓ ୱାର୍ଡସଭ୍ୟ ପ୍ରମୋଦ ରାଉତ, ଭାନୁମତି ମାଛୁଆ ଓ ଜୟନ୍ତୀ
ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।