
ଭୁୁବନେଶ୍ୱର– ଦିନକୁ ଦିନ ରାଜ୍ୟରେ ତାପମାତ୍ରା ହ୍ରାସ ପାଉଥିବା ଶୀତ ମଧ୍ୟ ବଢିବାର ଦେଖା ଯାଇଛି । ରାଜ୍ୟର ୧୧ଟି ସ୍ଥାନରେ ୧୫ ଡିଗ୍ରିରୁ କମ୍ ତାପମାତ୍ରା ରେକର୍ଡ଼ କରାଯାଇଥିବା ଜଣା ପଡିଛିା
ପ୍ରାପ୍ତ ସୂଚନା ଅନୁଯାୟୀ, ସୋନପୁରରେ ୯.୬, ଫୁଲବାଣୀରେ ୧୦.୫, ଦାରିଙ୍ଗବାଡ଼ିରେ ୧୦. ୫, ଅନୁଗୁଳରେ ୧୧ଡିଗ୍ରି, କୋରାପୁଟରେ ୧୧. ୬, ଭବାନୀପାଟଣାରେ ୧୨.୨, ଝାରସୁଗୁଡ଼ାରେ ୧୩ ଡିଗ୍ରି, କେନ୍ଦୁଝରରେ ୧୩.୮, ବାରିପଦାରେ ୧୪.୨, ବଲାଙ୍ଗୀରରେ ୧୪.୬, ସମ୍ବଲପୁରରେ ୧୪. ୭ ତାପମାତ୍ରା ରେକର୍ଡ଼ କରାଯାଇଛି ।
ସେହିପରି ଭୁବନେଶ୍ୱରରେ ୧୮ଡିଗ୍ରି ତାପମାତ୍ରା ରେକର୍ଡ଼ ହୋଇଥିବା ବେଳେ କଟକରେ ୧୬.୮ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO