
ନୂଆଦିଲ୍ଲୀ– ସାତଟି ରାଜ୍ୟ ଓ ତିନୋଟି କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ରାଜ୍ୟ ମାନେ ସମୃଦ୍ଧିର ପ୍ରତୀକ ହୋଇଅ ଦେଶକୁ ଗୌରବାନ୍ୱିତ କରୁଥିବେ ।
ରାଷ୍ଟ୍ରପତି ଟ୍ୱିଟ କରି କହିଛନ୍ତି ଯେ ପ୍ରତିଷ୍ଠା ଦିବସ ଅବସରରେ ହରିୟାଣା, ପଂଜାବ, ମଧ୍ୟ ପ୍ରଦେଶ, ଛତିଶଗଡ, ଆନ୍ଧ୍ର ପ୍ରଦେଶ, କର୍ଣାଟକ, କେରଳ, ତାମିଲନାଡୁ, ପୁଡୁଚେରୀ ଓ ଲକ୍ଷଦ୍ୱୀପ ଜନ ସାଧାରଣଙ୍କୁ ହାର୍ଦିକ ଶୁଭକାମନା । ଏହି ରାଜ୍ୟ ମାନେ ସମୃଦ୍ଧିର ପ୍ରତୀକ ହୋଇଅ ଦେଶକୁ ଗୌରବାନ୍ୱିତ କରୁଥିବେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO