କେନ୍ଦୁଝର– କେନ୍ଦୁଝର ସହରର ବଡ଼ ବିଲ ବସଷ୍ଟାଣ୍ଡ ରାସ୍ତା କଡ଼ରେ ଆଜି ସକାଳେ ଜଣେ ମହିଳାଙ୍କ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ମଳିଳାଙ୍କ ପରିଚୟ ମିିଳିପାରିନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ସ୍ଥାନୀୟ ପୋଲିସ ଘଟଣାର ଛାନଭିନ୍ ଅ।ରମ୍ଭ କରିଛି ।
Related Stories
May 6, 2024