ଓଡିଶା ରାସ୍ତା କଡ଼ରେ ପଡିଛି ମହିଳା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ desk November 1, 2020 କେନ୍ଦୁଝର– କେନ୍ଦୁଝର ସହରର ବଡ଼ ବିଲ ବସଷ୍ଟାଣ୍ଡ ରାସ୍ତା କଡ଼ରେ ଆଜି ସକାଳେ ଜଣେ ମହିଳାଙ୍କ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ମଳିଳାଙ୍କ ପରିଚୟ ମିିଳିପାରିନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ସ୍ଥାନୀୟ ପୋଲିସ ଘଟଣାର ଛାନଭିନ୍ ଅ।ରମ୍ଭ କରିଛି । Tags: woman's dead body found Continue Reading Previous: କେନ୍ଦୁଝର ସଦର ରେଞ୍ଜକୁ ଧସେଇ ପସିଲେ ଝାରଖଣ୍ଡି ହାତୀ ପଲ : ଏକାଧିକ ଗାଁ ରେ ପଶି ସୃଷ୍ଟି କଲେ ଆତଙ୍କରାଜ Next: ତିର୍ତୋଲ ଉପ ନିର୍ବାଚନ : ଆଜି ପ୍ରଚାରର ଶେଷ ଦିନ : ପ୍ରାଣମୂର୍ଚ୍ଛା ପ୍ରଚେଷ୍ଟା ଜାରୀ ରଖିଛନ୍ତି ତିନି ଦଳର ପ୍ରାର୍ଥୀ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ନବୀନ କୁହନ୍ତୁ ବେଇମାନ କିଏ ? – ଅନିଲ ବିଶ୍ୱାଳ ଓଡିଶା ନବୀନ କୁହନ୍ତୁ ବେଇମାନ କିଏ ? – ଅନିଲ ବିଶ୍ୱାଳ November 4, 2025 ଭରତପୁର ଗୁଳିକାଣ୍ଡ ଘଟଣା ; ପତିଆରା ଜାହିର ପାଇଁ ନିଜ ଘରେ ବୋମାମାଡ କରିଥିଲେ ଘର ମାଲିକାଣି ଓଡିଶା ଭରତପୁର ଗୁଳିକାଣ୍ଡ ଘଟଣା ; ପତିଆରା ଜାହିର ପାଇଁ ନିଜ ଘରେ ବୋମାମାଡ କରିଥିଲେ ଘର ମାଲିକାଣି November 4, 2025 ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଦେଶପ୍ରେମ: ରାଜ୍ୟପାଳ 1 min read ଓଡିଶା ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଦେଶପ୍ରେମ: ରାଜ୍ୟପାଳ November 4, 2025