ରାଷ୍ଟ୍ରୀୟ ଝାଡଖଣ୍ଡରେ କରୋନାର ୩୯୫ ନୂଆ ମାମଲା desk October 30, 2020 ରାଂଚି,ଆସାମରେ କରୋନାର ୩୯୫ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୦୦,୯୬୪ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୮୮୩ ଜଣଙ୍କର ମୃତ୍ୟୁ ଘଟିଛି । Tags: Jharkhand Continue Reading Previous: ଦିଲ୍ଲୀରେ ଗତ ୨୪ ଘଂଟାରେ ୫,୭୩୯ କରୋନାର ନୂଆ ମାମଲା Next: କରୋନାରେ ଦେଶରେ ଗତ ୨୪ ଘଂଟାରେ ୪୮,୨୬୮ ନୂଆ ମାମଲା, ୫୫୧ ଜଣଙ୍କର ମୃତ୍ୟୁ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଅଶୋଧିତ ତୈଳଦର ବ୍ୟାରେଲ ପିଛା 89 ଡଲାର ଛୁଇଁଲା 1 min read ରାଷ୍ଟ୍ରୀୟ ଅଶୋଧିତ ତୈଳଦର ବ୍ୟାରେଲ ପିଛା 89 ଡଲାର ଛୁଇଁଲା April 29, 2024 ବଡା ବଜାରର ପ୍ଲାଷ୍ଟିକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାମରେ 15ଗାଡି ମୁତୟନ ରାଷ୍ଟ୍ରୀୟ ବଡା ବଜାରର ପ୍ଲାଷ୍ଟିକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାମରେ 15ଗାଡି ମୁତୟନ April 29, 2024 କେଜରିୱାଲ ଓ ସୋରେନଙ୍କ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ, ଗିରଫଦାରି ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ରାଷ୍ଟ୍ରୀୟ କେଜରିୱାଲ ଓ ସୋରେନଙ୍କ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ, ଗିରଫଦାରି ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି April 29, 2024