
ସେ ଟ୍ୱିଟ କରି କହିଛନ୍ତି ଯେ ଲୋକ ମାନଙ୍କର ରାଷ୍ଟ୍ରପତି ଓ ମିଜାଇଲ ମ୍ୟାନ ଭାରତ ରତ୍ନ ଡ ଏପିଜେ ଅବଦୁଲ କଲାମଙ୍କୁ ମନେ ପକାଉଛିା ସେ ଜଣେ ଅସାଧାରଣ ଶିକ୍ଷକ, ବୈଜ୍ଞାନିକ ଓ ଦୂରଦ୍ରଷ୍ଟା ଥିଲେ । ତାଙ୍କର ବିଚାର ପ୍ରତ୍ୟେକ ଭାରତୀୟଙ୍କ ମନ ଓ ହୃଦୟରେ ରହିଥିବ ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO
