
ଗଞ୍ଜାମଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର ବନ୍ତା ଗ୍ରାମପଞ୍ଚାୟତ ରହରିଜନ ସାହିର ରାଜୁ ନାଇକ ପିତା -ପବିତ୍ର ନାଇକ, ମାତା -ଯଶୋଦା ନାଇକ ଙ୍କ 4ଟି ସନ୍ତାନ ସାଥିରେ ରାଜୁ ଜଣେ ଭିର୍ଣ୍ଣକ୍ଷମ ବୟସ 13ବର୍ଷ ହେଲେ କଥା କହିପାରନ୍ତିନି ଦେଖିବାକୁ 8ବର୍ଷ ର ପିଲାପରି ହେଲେ ପିତା ଜଣେ ଦିନମଜୁରିଆ କାମ କଲେ ଛଅ ଜଣ ପରିବାର ପ୍ରତି ପୋଷଣ ଦାୟିତ୍ୱ ଘର ଖଣ୍ଡେ ମଧ୍ୟ ନାହିଁ ଖଜୁରୀ ଛପର ଘରସାଙ୍ଗକୁ ପୁତ୍ର ସିକିଲୀନ ରୋଗରେ ପୀଡିତ ତାକୁ ମାସକୁ ଥରେ ବ୍ଲଡ଼ ଦେବାକୁ ପଡୁଛି ହେଲେ ସେ ନିଜ ପୁତ୍ର ନୟାଗଡ ହସ୍ପିଟାଲରେ ଚିକିତ୍ସା

କରୁଛନ୍ତି ହେଲେ ସେ ଦେଖାଇ କରି ନୟାନ୍ତ ହୋଇଗଲେଣି ସରକାରୀ ସହାୟତା ଅପହନଚ ହେଲେ ସରକାରୀ ସ୍ୱାସ୍ଥ୍ୟ ମେଳା ରେ ଆକ୍ରମନ୍ୟ ପ୍ରମାଣ ପତ୍ର ନିମନ୍ତେ ଧାଇଁ ଧାଇଁ ଥକି ଗଲେଣି ଶେଷ ରେ ସ୍ଥାନିୟ ସରପଞ୍ଚ ଙ୍କୁ ଗୁହାରି କରିବାରୁ ସେ ମଧ୍ୟ ପ୍ରମାଣ ପତ୍ର ଅଭାବରୁ କରିପାରୁ ନାହାନ୍ତି ବୋଲି କହିଛନ୍ତି lପ୍ରମାଣପତ୍ର ଟି କରିଲେ ସେ ବି. ଡି. ଓ. ଙ୍କୁ ଦେବେ କହିଛନ୍ତି ! ହେଲେ 2 ଥର ଦରଖାସ୍ତ ଦେଇ ମଧ୍ୟ ରାଜୁ ହତାଶ ସରକାର ଙ୍କ ଯୋଜନା କାହା ପାଇଁ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି l
ଗଞ୍ଜାମ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO