
ଗତ ଗୁରୁବାର ସକାଳେ କାଳିଆର ମୃତଦେହ ରାଧାକୃଷ୍ଣ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଉଦ୍ଧାର କରାଯାଇଥିଲା । ଗଞ୍ଜେଇ ଟାଣିବା ଘଟଣାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ବଡ଼ ବଜାର ଥାନା ପକ୍ଷରୁ ପୂର୍ବରୁ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଥିଲା ।
