April 23, 2026

Month: January 2021

ଶିବରାମ ଚୌଧୁରୀ, ବେଲଗୁଣ୍ଠା ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କୁ ନେଟେଙ୍ଗା ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ...
ନୂଆଦିଲ୍ଲୀ,ଆମେରିକାର ଉପରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିବାରୁ ଶ୍ରୀମତୀ କମଳା ହାରିସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବାରୁ କମଳା ହାରିସଙ୍କୁ ଅଭିନନ୍ଦନ । ଏହା ଏକ ଐତିହାସିକ ଘଟଣା । ଭାରତ-ଆମେରିକା ସମ୍ପର୍କକୁ ଅଧିକ ସୁଦୃଢ କରିବା ପାଇଁ ତାଙ୍କ ସହ ମତ ବିନିମୟ କରିବାକୁ ଅପେକ୍ଷାରେ ରହିଛି । ଭାରତ-ଆମେରିକା ସହଭାଗୀତା ବିଶ୍ଵ ପାଇଁ ଲାଭଦାୟକ ଅଟେ” ।
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟବାସୀଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।ଏକ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, “ରାଜ୍ୟର ପ୍ରତିଷ୍ଠା  ଦିବସରେ ମେଘାଳୟର ମୋ ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା । ଦୟା ଏବଂ ଭାତୃତ୍ଵର ଭାବନା ପାଇଁ ଏହି ରାଜ୍ୟ ସୁପରିଚିତ । ମେଘାଳୟର ଯୁବକମାନେ ସୃଜନଶୀଳ ଏବଂ ଉଦ୍ୟୋଗୀ । ଆଶା କରୁଛି ଆଗାମୀ ଦିନରେ ରାଜ୍ୟ ତାହାର ପ୍ରଗତିରେ ନୂତନ ଶିଖର ଛୁଇଁବ ।
ଦୁର୍ଘଟଣା ରୋକିବା ସମସ୍ତଙ୍କର କାମ୍ୟ ହେଉ : କ୍ରୀଡ଼ା ମନ୍ତ୍ରୀ ଭୁବନେଶ୍ୱର– ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଭୁବନେଶ୍ୱରରେ ଶୁକ୍ରବାର ଦିନ...
ମାଲକାନଗିରି– ସ୍ଥାନୀୟ ସରକାରୀ କନିଷ୍ଠ ମହାବିଦ୍ୟାଳୟରେ ୧୧ ତମ ଜାତୀୟ ମତଦାନ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଏହି...
error

Enjoy this blog? Please spread the word :)

Follow by Email
Instagram
Telegram