November 5, 2026
ସମ୍ବଲପୁର, ଆଜିଠୁୁ ବୁର୍ଲା ସ୍ଥିତ ଭିସୁଟରେ ଆରମ୍ଭ ହୋଇଛି ଅଫ୍ ଲାଇନ୍ କ୍ଲାସ୍ । ଭିସୁଟର ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍...
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମରେ ଗତ ୧୪ ତାରିଖ ଗୁଳିକାଣ୍ଡ ଘଟଣାରେ ପୋଲିସ ୧୦...
ଭୁବନେଶ୍ୱର ,ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭...
ଜଗତସିଂହପୁର, ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ଓଲାଣ୍ଡୋ ଛକ ନିକଟରୁ ୧୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର...
ଢ଼େଙ୍କାନାଳ,  ଜାଲ୍ ନୋଟ୍ କାରବାର ଅଭିଯୋଗରେ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ନରସିଂହପୁରର ପୂର୍ବତନ ମହିଳା ସରପଚଂ ମମତା ସାହୁଙ୍କୁ ପୋଲିସ...
ରାୟଗଡ଼ା,  ମଝି ଘରିଆଣୀ ମନ୍ଦିର ନିକଟ ନାଗାବଳୀ ନଦୀରେ ବୁଡି ଗତ ଦୁଇ ଦିନ ହେଲା ନିଖୋଜ ଥିବା ଯୁବକଙ୍କ ମୃତଦେହ ନଦୀରୁ...
ବାଙ୍କୀ, ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ନିକଟ ଜଙ୍ଗଲରେ ନିଆଁ ଲାଗିଛି । ଦେଉଳିଆ ବାଘରାଖୋଲ ଜଙ୍ଗଲରେ ନିଆଁ ଜଳୁଛି । ଗଛ ଗୁଡିକ ମଧ୍ୟ...
error

Enjoy this blog? Please spread the word :)

Follow by Email
Instagram
Telegram