ଓଡିଶା ନିଖୋଜ ଯୁବକଙ୍କ ମୃତଦେହ ନଦୀରୁ ଉଦ୍ଧାର desk March 16, 2021 ରାୟଗଡ଼ା, ମଝି ଘରିଆଣୀ ମନ୍ଦିର ନିକଟ ନାଗାବଳୀ ନଦୀରେ ବୁଡି ଗତ ଦୁଇ ଦିନ ହେଲା ନିଖୋଜ ଥିବା ଯୁବକଙ୍କ ମୃତଦେହ ନଦୀରୁ ଭାସୁଥିବା ଅବସ୍ଥାରେ ଆଜି ଉଦ୍ଧାର କରାଯାଇଛି । ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । କେଲୁଣୀ ମୁହାଣ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ପୁରୀ, ପୁରୀ ଜିଲ୍ଲା ଅସ୍ତରଙ୍ଗର କେଲୁଣୀ ମୁହାଣ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସମୁଦ୍ରରେ ଭାସି ଆସି ଏହା କୂଳରେ ଲାଗିଥିବା ଜଣାପଡିଛି । ଖବର ପାଇ ମେରାଇନ ଥାନା ପୋଲିସ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି । Tags: Missing Young man's dead body rescued Unknown dead body rescued Continue Reading Previous: ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ନିକଟ ଜଙ୍ଗଲରେ ନିଆଁ Next: ଜାଲ୍ ନୋଟ୍ କାରବାର ଅଭିଯୋଗ : ପୂର୍ବତନ ମହିଳା ସରପଚଂ ଗିରଫ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଆଳୁ କ୍ରେତା ଓ ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ ଓଡିଶା ଆଳୁ କ୍ରେତା ଓ ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ November 16, 2025 ସଠିକ, ନିରପେକ୍ଷ ଓ ସତ୍ୟ ସମ୍ବାଦ ଗଣତନ୍ତ୍ର କୁ ସୁଦୃଢ କରେ, ଓଡିଶା ସଠିକ, ନିରପେକ୍ଷ ଓ ସତ୍ୟ ସମ୍ବାଦ ଗଣତନ୍ତ୍ର କୁ ସୁଦୃଢ କରେ, November 16, 2025 କୋଷ୍ଟାଲ୍ ସେକ୍ୟୁରିଟି କମ୍ୟୁନିଟି ପୋଲିସିଙ୍ଗ କାର୍ଯ୍ୟକ୍ରମ ଚନ୍ଦ୍ରଭାଗା ମେରାଇନ ପୋଲିସ୍ ଷ୍ଟେସନ୍ରେ ଆୟୋଜିତ ଓଡିଶା କୋଷ୍ଟାଲ୍ ସେକ୍ୟୁରିଟି କମ୍ୟୁନିଟି ପୋଲିସିଙ୍ଗ କାର୍ଯ୍ୟକ୍ରମ ଚନ୍ଦ୍ରଭାଗା ମେରାଇନ ପୋଲିସ୍ ଷ୍ଟେସନ୍ରେ ଆୟୋଜିତ November 16, 2025