ବାଙ୍କୀ, ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ନିକଟ ଜଙ୍ଗଲରେ ନିଆଁ ଲାଗିଛି । ଦେଉଳିଆ ବାଘରାଖୋଲ ଜଙ୍ଗଲରେ ନିଆଁ ଜଳୁଛି । ଗଛ ଗୁଡିକ ମଧ୍ୟ ନିଆଁର କବଳରେ ଆସି ହୁତୁ ହୁତୁ ହୋଇ ଜଳି ଉଠିଛି । ତେବେ ନିଆଁ ତୁରନ୍ତ ଆୟତ ନହେଲେ ଏହା ଅଭୟାରଣ୍ୟକୁ ବ୍ୟାପୀବାର ଆଶଙ୍କା ପ୍ରକାଶ ପାଇଛି । ଅଦ୍ୟାବଧି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନଥିବା ସୂଚନା ମିଳିଛି ।
Related Stories
May 16, 2024