November 23, 2026
ବାରିପଦା,  ଅନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ ଥିବାବେଳେ ଗତକାଲି ଦାସ ଓଡି-୧୧-ଏସ-୧୧୧୪ ଦାସ ଏଣ୍ଡ୍ ଦାସ ନାମକ ଏକ ଘରୋଇ ବସ ଯାତ୍ରୀ ବୋଝେଇ କରି କଲିକତା ଅଭିମୁଖେ ଯାଉଥିଲା। ତେବେ ଏସମ୍ପର୍କରେ ସୂଚନା ପାଇ ବାରିପଦା ଟାଉନ ଥାନା ପୁଲିସ ବସକୁ ଜବତ କରିଥିଲା। ଆଜି ବସର ଦୁଇ କର୍ମଚାରୀ ଅନନ୍ତ ଗୋପାଳ ବେହେରା(୪୨) ଏବଂ ଦଇତାରୀ ମହାନ୍ତ(୪୦)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି। ସେହିପରି କୋଭିଡ୍ ନିୟମ ଉଂଲଘନ କରି କଲିକତା ଯାଉଥିବାରୁ ବସ୍କୁ ଜବତ କରାଯାଇଛି। ଏପରିକି କରୋନା କାଳରେ ଯାତ୍ରୀଙ୍କ ଜୀବନକୁ ବିପନ୍ନ କରି ଅନ୍ତଃରାଜ୍ୟ ଯାତାୟତ ଉଦ୍ୟମ କରିଥିବାରୁ ବସର ପରମିଟ୍ ବାତିଲ କରିବାକୁ ଚିଠି ଲେଖାଯିବା ନେଇ ସୂଚନା ମିଳିଛି
କେନ୍ଦ୍ରାପଡା-କେନ୍ଦ୍ରାପଡାର ଜଣାଶୁଣା ସମାଜସେବୀ ତଥା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତିଙ୍କୁ ରାଜ୍ୟ ସ୍ତରୀୟ ବାଣୀପୀଠ ସମ୍ମାନରେ ସମ୍ବର୍ନ୍ଧିତ...
ଭୁବନେଶ୍ୱର,  ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାଏକ ପବିତ୍ର ରାମ ନବମୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି...
ଭୁବନେଶ୍ୱର,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ରାମ ନବମୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ –...
ମୁଖ୍ୟମନ୍ତ୍ରୀ ମାଟ୍ରିକ ପରୀକ୍ଷା ବାତିଲ କରିବାକୁ ଦେଲେ ନିର୍ଦେଶ ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ବଢୁଥିବା କାରଣରୁ  ମୁଖ୍ୟମନ୍ତ୍ରୀ ନବୀନ...
error

Enjoy this blog? Please spread the word :)

Follow by Email
Instagram
Telegram