ଭୁବନେଶ୍ୱର– ରାଜ୍ୟରେ ଆଜି ଠାରୁ ବିଭିନ୍ନ ପ୍ଲସ-୨ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ୨୮ ସେପ୍ଟେମ୍ବର ଯାଏ ଚାଲିବ । କୋବିଡ ଗାଇଡଲାଇନକୁ ମାନି ଏହି ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି ।
ଅନ୍ୟ ପକ୍ଷରେ ଦ୍ୱିତୀୟ ମେରିଟ ଲିଷ୍ଟ ଆଗାମୀ ୩ ଅକ୍ଟୋବର ଦିନ ପ୍ରକାଶ ପାଇବ । ପ୍ରଥମ କଟ ଅଫ ଲିଷ୍ଟ ଗତ ଶୁକ୍ରବାର ଦିନ ପ୍ରକାଶ ପାଇଥିଲା ।