
ଆଜି ଅଠର ଦିନରେ ବଗଲା ଧର୍ମଶାଳା ବିକ୍ରୀ କବଲା ରଦ୍ଦକରି ପୂର୍ବ ଭଳି ସାଧାରଣ ଲୋକଙ୍କ ପାଇଁ ଧର୍ମଶାଳା ନିର୍ମାଣ ଦାବୀରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ବଗଲା ସାମନାରେ ଧାରଣା ଆନ୍ଦୋଳନ ରେ ବସିଥିଲେ।ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ।ଏଥିରେ ପ୍ରଭଞ୍ଜନ ମହାପାତ୍ର, ଅରୁଣ କୁମାର ତ୍ରିପାଠୀ, ସୋମନାଥ ଖୁଣ୍ଟିଆ, ଉମାକାନ୍ତ ନାୟକ,ଅକ୍ଷୟ ମହାନ୍ତି,ଦିଗଦର୍ଶନ ପଟ୍ଟନାୟକ,ଜୟନ୍ତ ଦାଶ, ରାଜେଶ କୁମାର ନନ୍ଦ,ପୁଷ୍ପା ମଂଜରୀ ପାତ୍ର,ସୈ।ମ୍ୟା ମିଶ୍ର,ଶିବ ନାରାୟଣ ଦାଶ,ପ୍ରସନ୍ନ କୁମାର ଦାସ,ସୁଶାନ୍ତ କୁମାର ପଟ୍ଟନାୟକ,ଅଜିତ କୁମାର ସାମନ୍ତରାଏ, ବିଶ୍ୱଜିତ ଦାଶ,ସଂଗ୍ରାମ ପରିଡା,ସିନ୍ଧୁଚରଣ ସୁବୁଦ୍ଧି, ସ୍ନେହାଶିଷ ଦାଶ ଓ ବିଶ୍ନଜିତ ମହାନ୍ତି ଯୋଗ ଦେଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO