

ଏହି ସଭାକୁ ସଂଜୋଯନା କରିଥିଲେ ରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ।ଉଦଘାଟକ ଭାବରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗଦେଇ କହିଥିଲେ ବିକ୍ରି ହୋଇଥିବା ଜମି ର କବଲା ରଦ୍ଦ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ।ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ର, ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ, ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା,ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ,ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ,କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ କୃଷ୍ଣ ଜଗଦ୍ଦେବ, ଓମପ୍ରକାଶ ମିଶ୍ର ,ରମାରଂଜନ ବଳିଆରସିଂ,ପ୍ରଭଞ୍ଜନ ମହାପାତ୍ର,ଶଙ୍କର ପରିଡା,ଚଣ୍ଡୀ ପ୍ରସାଦ ସିଂ,ଜ୍ୟୋତି ମହାପାତ୍ର, ଜୟନ୍ତ ଦାସ,ଭବାନୀ ପ୍ରସାଦ ଦାସ ମହାପାତ୍ର, ସଂଜୀବ ମୁଖାର୍ଜୀ, ମନୋରଂଜନ ପ୍ରଧାନ, ରାଜକିଶୋର ରାଉତ,ଉମାନାୟକ,ଅକ୍ଷୟ ମହାନ୍ତି, ସୈ।ମ୍ୟା ମିଶ୍ର ,ଚିତ୍ତ ରଂଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।