

Related Stories
April 20, 2025
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଆଜି ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଜୟନ୍ତ ଦାସ ଙ୍କ ନେତୃତ୍ୱ ରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଏକ ପ୍ରତିବାଦ ସଭା କରାଯାଇଛି । କାର୍ଯ୍ୟକ୍ରମ ରେ ରାଜ୍ୟ ଉପସଭାନତ୍ରି ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇ, ରାଜ୍ୟ ସରକାର ଓ ପ୍ରଶାସନ ଏହି ଜମି ବିକ୍ରି କରିଥିବା ନିମନ୍ତେ ତାଙ୍କ ବିରୋଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଓ ଜମି ର ସେଲ୍ ଡିଡ୍ କୁ ତୁରନ୍ତ ରଦ କରିବାକୁ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ। ଅନ୍ଯ ଯୁବ କାର୍ଯ୍ୟକର୍ତ୍ତା ବିଶ୍ୱଜିତ୍ ମହାନ୍ତି, ମିଥୁନ ଜେନା, ଶିବ ନାରାୟଣ ଦାସ, ଶ୍ରୀ ଦୁର୍ଗାମାଧବ ପଣ୍ଡା, ଅଜିତ ସାମନ୍ତରାୟ, ପ୍ରଣବ କୁମାର ଗୌତମ(ସାଗର), ସଂଗ୍ରାମ ପରିଡ଼ା, ସୌମ୍ୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।