ପ୍ରକାଶ ଯେ, ଜିଲାର ବିଭିନ୍ନ ସ୍ଥାନରେ କିଛିଦିନ ହେଲା ବର୍ଷା ଲାଗି ରହିଛି। ଚିକରଡ଼ା ଗ୍ରାମର toବୋରୱେଲ ଖାଲୁଆ ସ୍ଥାନରେ ଥିବାରୁ ଦୂଷିତ ପାଣି ସେଠାରେ ଜମି ରହିଥିଲା। ପରେ ବୋରୱେଲ ଭିତରକୁ ତାହା ପଶି ଯାଇଥିଲା। ଗତ କିଛିଦିନ ଧରି ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏହି ପାଣି ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଇଥିଲା। ଖବର ପାଇ ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ ପହଞ୍ଚତ୍ ସ୍ବାସ୍ଥ୍ୟ ଅଧିକାରୀ, ଗ୍ରାମ୍ୟ ଓ ଜଳ ଯୋଗାଣ ଅଧିକାରୀ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଘଟଣା ଉପରେ ଦୃଷ୍ଟି ରଖାଯାଇଥିବା ବିଧାୟକ ସୂଚନା ଦେଇଛନ୍ତି । ଅନ୍ୟ ସାହିରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପୀବାରେ ଲାଗିଛି । ଏହାର ପ୍ରତିକାର ପାଇଁ ଔଷଧ, ବ୍ଲିଚିଂ ଏବଂ ଓଆର୍ଏସ୍ ପ୍ୟାକେଟ ବଣ୍ଟନ କରାଯାଇଥିବା ବିଡିଓ କହିଛନ୍ତି।

Related Stories
April 27, 2025