ବ୍ରହ୍ମପୁର: କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ବିଜେପି ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ସହାୟ ଆପ୍ର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା ବିଜେପି ସଭାପତି ବିଭୁତି ଜେନା ଏବଂ ଜିଲ୍ଲାର ପୂର୍ବତନ ସଭାପତି କାହ୍ନୁଚରଣ ପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କ୍ରମରେ ପ୍ରଥମେ ପର୍ଯ୍ୟାୟରେ ୪ଟି ଆମ୍ବୁଲାନ୍ସର ସୁବିଧା କରାଯିବା ସହ ମାଗଣା ଔଷଧ ବଣ୍ଟନର ବ୍ୟବସ୍ଥା କରାଯାଇଛି । ଦଳ ପକ୍ଷରୁ ଚିକିତ୍ସା ସେବା ଯୋଗାଇବା ପାଇଁ କିଛି ଡାକ୍ତରଙ୍କ ବ୍ୟବସ୍ଥା କରାଯାଇଛି । ଏହି ଡାକ୍ତରମାନେ ଅନ୍ଲାଇନ୍ରେ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବେ ।
Related Stories
November 23, 2024