
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୂର୍ଣ୍ଣତିଥି |ବାଜପେୟୀ ଏକା ଧାରାରେ ରାଜନୈତିକ, ସାହିତ୍ୟକ, କୀଟନୀତିଜ୍ଞ ଥିଲେ |କାରଗିଲ ଯୁଦ୍ଧରେ ବିଜୟ ପ୍ରାପ୍ତ ହୋଇଥିବା ବାଜପେୟୀ ଭାରତ ରତ୍ନରେ ସଂମ୍ମାନିତ ହୋଇଥିଲେ |ସୁକନ୍ୟା ଯୋଜନା, କୃଷକଙ୍କ ପାଇଁ ବୀମା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ସର୍ବଶିକ୍ଷା ଅଭିଯାନ, ଏହି ଯୋଜନା କରିଥିଲେ |ଭାରତୀୟ ରାଜନୀତିର ଯୁଗପୁରୁଷ ପ୍ରେରଣା ଏବଂ ପଥପ୍ରଦର୍ଶକ ଅଟନ୍ତି |ଆଜିର ଏହି ପୂର୍ଣ୍ଣତିଥିରେ ମହିଳା ମୋର୍ଚ୍ଚା ତରଫରୁ ବୃକ୍ଷ ରୋପଣ ହୋଇଥିଲା |ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜ୍ୟୋତି ମହାପାତ୍ରଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ନେତ୍ରୀ ମାନେ ଯୋଗଦେଇଥିଲେ |ଚୌନ୍ଦୁରୀ ମନସ୍ବିନୀ ଦାଶ, ଚନ୍ଦ୍ର ରେଖା କର, ଜୟନ୍ତୀ ପଟ୍ଟନାୟକ, ମିନଲତା ମହାନ୍ତି, ସ୍ମିତାଞ୍ଜଳୀ ପତି, ବାସନ୍ତୀ ବାରିକ, ଆରତୀ ମିଶ୍ର, ଏବଂ ସଜିତା ଆଚାର୍ଯ୍ୟ ପ୍ରମୁଖ ବୃକ୍ଷ ରୋପଣରେ ଯୋଗ ଦେଇଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO