![](https://indokalingtimes.com/wp-content/uploads/2019/09/WhatsApp-Image-2019-09-30-at-06.55.02.jpeg)
ମହାତ୍ମା ଗାନ୍ଧୀ ଙ୍କ 150ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଜନସଚେତନତା ସୃଷ୍ଟି, ବିଶ୍ୱ ଶାନ୍ତି, ଓ ଅହିଂସା କୁ ଭାରତୀୟ ସମ୍ବିଧାନ ର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ରାଜ୍ୟରେ ବୁଲୁଥିବା ଅହିଂସା ରଥ, ଆଜି କବିସୂର୍ଯ୍ୟନଗର ରେ ପହଁଚିବା ପରେ ବିଧାୟିକା ଲତିକା ପ୍ରଧାନ, ବିଡ଼ିଓ ବାସୁଦେବ ନାୟକ, ବି ଇ ଓ ନିରଞ୍ଜନ ମିଶ୍ର, ନଗର ବିଜେଡି ସଭାପତି ଭଗବାନ ସ୍ୱାଇଁ, ବିପିନ ବିହାରୀ ଶତପଥି, ଙ୍କ ସମେତ ଏନ. ଏ ସି ର ପୂର୍ବତନ ଅଧ୍ୟକ୍ଷା, ଉପାଧ୍ୟକ୍ଷ, କାଉନସିଲ ର, ଙ୍କ ସମେତ ସରକାରୀ ଅଧିକାରୀ, ଛାତ୍ର ଛାତ୍ରୀ, ମାନେ ଉପସ୍ଥିତ ରହି ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ଏବଂ ପଥ ପ୍ରାନ୍ତ ନାଟକ ଜରିଆରେ ଲୋକ ସଚେତନତା କରାଯାଇଥିଲା, ରଥ କୁ ସହର ପରିକ୍ରମା କରାଯାଥିଲା, ଏବଂ ଦୁଇ ଜଣ ଗାନ୍ଧୀ ଙ୍କ ବେଶରେ ଅହିଂସା ପଥରେ ଯାଇ ଭାଇଚାରା ସୃଷ୍ଟି କରିବାକୁ ନିବେଦନ କରୁଥିବାର ଦେଖିବାକୁ ମିଳିଛି।