
ଜଗନ୍ନାଥ ପ୍ରସାଦ: ସିଲ୍ ହେଲା ଗଞ୍ଜାମଜିଲ୍ଲା -ଖୋର୍ଦ୍ଧାଜିଲ୍ଲା ବୋଡ଼ର କୁପାସ ହୋଇ କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଟ୍ୱିଟ୍ କରି ଗଞ୍ଜାମ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।ଦିନକୁ ଦିନ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ , ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10ହଜାର ଟପି ଥିବାବେଳେ ମୃତ୍ୟୁ ସଂଖ୍ୟା 42ରେ ପହଞ୍ଚିଛି। ରାଜ୍ୟରେ ସର୍ବାଧିକ ମୃତ୍ୟୁ ଗଞ୍ଜାମ ଜିଲ୍ଲାର ଆଜି ହଟାତ ଦିନ 11ଟା ରେ ଏସ. ପି ଙ୍କ ଗସ୍ତ କୁ ଦେଖି ଜଗନ୍ନାଥ ପ୍ରସାଦ କୁ ହଟାତ ସଡନ କରା ଯାଇଛି ଯାହା ଫଳରେ ବଜାର ପୁରା ଶୂନ ସାନ ହୋଇଛି କୋଭିଡ ଯୋଦ୍ଧା ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଦେଖିବାକୁ ମିଳିଛି ଜନସାଧାରଣ ମାଧ୍ୟସନମାନ ରେ ନିୟମ କୁ ପାଳନ କରୁଛନ୍ତି
ଗଞ୍ଜାମ
ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO