![](https://indokalingtimes.com/wp-content/uploads/2019/09/IMG-20190927-WA0033.jpg)
ରାଜଗାଙ୍ଗପୁର-ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ପୂରଣ ପାଇଁ ରାଜଗାଙ୍ଗପୁର ଓକିଲ ସଂଘ ପକ୍ଷରୁ ସକାଳ ୧୦ଟା ରେ ସଂଘ ର ସାଧାରଣ ସମ୍ପାଦକ ମନୋଜ ସାହୁ ଙ୍କ ଅଧ୍ୟକ୍ଷତାରେ କୋର୍ଟ, ତହସିଲ, ବ୍ଳକ,ପୋରପାଳିକା,ବ୍ୟାଙ୍କ ସହିତ ଅନ୍ୟ ସରକାରୀ ଅଫିସ କୁ ବନ୍ଦ କରିଛନ୍ତି।