ଜଗନ୍ନାଥପ୍ରସାଦ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ମିଶିକି କୋରନା ସଚେତନତା ରାଲି କରିଥିଲେ ସେଥିରେ ଜଗନ୍ନାଥ ପ୍ରସାଦ ଅଂଚଳର ମହାଲଷ୍ମୀଗ୍ରୁପ, ସତ୍ୟସାଇ ଗ୍ରୁପ, ଶ୍ରୀ ରଘୁନାଥ ଗ୍ରୁପ ର ମହିଳା ମାନେ ଏବଂ ଏ. ସୁଜାତାଙ୍କ ସହ ତାଙ୍କ ସହାଇକା ଅଞ୍ଜନା ପଟ୍ଟନାୟକ ଙ୍କ ମିଳିତ ଭାବରେ ଘର ଘର ବୁଲିକି ଲୋକଙ୍କୁ କୋରନା ର ଲକ୍ଷଣ ଓ ଏଇ ରୋଗ କିପରି ବ୍ୟାପେ ତାହାବିଷୟରେ ଜନସାଧାରଣ ଙ୍କୁ ସଚେତନତା କରିଛନ୍ତି ଯେ ଦୂରତାରଖି ଯିବା ସହ ସଉଦା ପତ୍ର କିଣିବା ମାସପିନ୍ଧିବା ନଦୀ, ନାଳ, ପୋଖରୀ ଜଳ ନ ପିଇବା ସହ ଗାଧୋଇବା କୁ ମନା କରିବା ଘରେ ରହୁଥିବା ପ୍ରବାସୀ ଙ୍କୁ ଉତ୍ତମ ବ୍ୟବହାର କରିବା ଏବଂ କୋରନା କୁ ନା ଡରିବା କୋରନା ଠୁ ଦୁରେଇ ରହିବା ଅଦି ନାରାଲଗାଇ ଥିବା ଦେଖିବା କୁ ମିଳିଛି.
ଗଞ୍ଜାମ
ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ