ଭୁବନେଶ୍ୱର – ପରମିଟ୍ ନଥିବାରୁ ଏକ ସରକାରୀ ଗାଡିରୁ ୧୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ବିଏମସିର ଏନଫୋର୍ସମେଂଟ ସ୍କ୍ୱାର୍ଡ ଗାଡିରୁ ଏହି ଅର୍ଥ ଆଦାୟ ହୋଇଛି । ଭୁବନେଶ୍ୱର ନାଲକୋ ଛକ ଠାରେ ମାଲବାହୀ ଗାଡ଼ିରେ କର୍ମ·ରୀଙ୍କୁ ନେଉଥିବାରୁ ଏହି ଜରିମାନା ଆଦାୟ କରାଯାଇଛି । ଡାଲାରେ କର୍ମ·ରୀଙ୍କୁ ନେବାରୁ ୫ ହଜାର ଓ ଗାଡିରେ ପରମିଟ୍ ନ ଥିବାରୁ ୧୦ ହଜାର ଫାଇନ୍ ହୋଇଛି ।
Related Stories
November 21, 2024
November 21, 2024