ନୂଆଦିଲ୍ଲୀ– ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲାରେ ଆଜି ଭୋର ସକାଳ ଠାରୁ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀମାନଙ୍କ ବିରୋଧରେ ଏନକାଉଣ୍ଟର କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଜମ୍ମୁ କଶ୍ମୀର ପୋଲିସ ଓ ସୁରକ୍ଷା ବାହିନୀର ଯବାନମାନେ ଜିଲ୍ଲାର ପିନଜୋରାରେ ପହଞ୍ଚିଥିଲେ । ସୁରକ୍ଷାବାହିନୀର ଯମାନମାନଙ୍କୁ ଦେଖିବା ପରେ ଆତଙ୍କବାଦୀମାନେ ଲୁଚିବାକୁ ଉଦ୍ୟମ କରିଥିଲେ । ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ନିଜର ଅଭିଯାନ ଚଳାଇଛନ୍ତି । ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲାରେ ଆଜି ଭୋର ସକାଳ ଠାରୁ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀମାନଙ୍କ ବିରୋଧରେ ଏନକାଉଣ୍ଟର କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଜମ୍ମୁ କଶ୍ମୀର ପୋଲିସ ଓ ସୁରକ୍ଷା ବାହିନୀର ଯବାନମାନେ ଜିଲ୍ଲାର ପିନଜୋରାରେ ପହଞ୍ଚିଥିଲେ । ସୁରକ୍ଷାବାହିନୀର ଯମାନମାନଙ୍କୁ ଦେଖିବା ପରେ ଆତଙ୍କବାଦୀମାନେ ଲୁଚିବାକୁ ଉଦ୍ୟମ କରିଥିଲେ । ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ନିଜର ଅଭିଯାନ ଚଳାଇଛନ୍ତି ।
Related Stories
January 21, 2025