
ଗଞ୍ଜାମଜିଲ୍ଲାଜଗନ୍ନାଥପ୍ରସାଦବ୍ଲକଅନ୍ତର୍ଗତ ଜାମଗୋରଡା ଠାରେ ପ୍ରବାସୀଓଡ଼ିଆ ମାନଙ୍କୁ ବିଦାୟ ଉଛବ ଅନୁଷ୍ଠିତହୋଇଛି ଜଗନ୍ନାଥ ପ୍ରସାଦ ବ୍ଲକର ବିଡ଼ିଓ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପଣ୍ଡା ଙ୍କତତ୍ଵା ଅବଦାନ ରେ ଶ୍ୟାମଘନ ପ୍ରଧାନ (ଆସିଷ୍ଟାଣ୍ଟ ଇଞ୍ଜିନିୟର), ରମେଶ ଚନ୍ଦ୍ର ଲେଙ୍କା (jE), ସଞ୍ଜୟ କେଶରୀ ରାୟ, (GRS), ନାରାୟଣ ସାହୁ (PEO), ଗାୟତ୍ରୀ ନାୟକ ସରପଞ୍ଚ, ସସ୍ମିତା ମାଡାମ ପ୍ରିନସିପାଲ ଆଦର୍ଶ ବିଦ୍ୟାଳୟ, କଳ୍ପନା କୁ ପଣ୍ଡା, ସୁନୀଲ କୁ ପରିଡା, ଅକ୍ଷୟ କୁ ସେଠି, (CRC)ସ୍ୱାଗତିକା, ନିବେଦିତା ବାରିଆଲୁ ମୁରୁମୁ( ATO)ଙ୍କ ଉପସ୍ଥିତରହି ପ୍ରବାସୀମାନଙ୍କୁ ପୁଷ୍ପ ଅର୍ପଣ କରି ଦୂରତା ରଖି ପ୍ରବାସୀଓଡ଼ିଆ ପ୍ରମାଣପତ୍ର ଦେଇ ବସ ଯୋଗେ ନିଜ ନିଜ ଗ୍ରାମମାନଙ୍କୁ ପଠାଇଥିଲେ ସରପଞ୍ଚ ମହୋଦୟା ସନମାନ ର ସହ ଉତ୍ତରିୟ ଦେଇ ସମସ୍ତ ଅଧିକାରୀ ମାନଙ୍କୁ ସନମାନ ପ୍ରଦାନ କରିଥିଲେ. ଗଞ୍ଜାମ ଜଗନ୍ନାଥ ପ୍ରସାଦ ରୁଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO