ଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ-ଆଜି ସନ୍ଧ୍ୟାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଭଞ୍ଜନଗର ଚକରା ବିଷୋୟୀ ଛକ ପୋଲିସ ଚେକ ପୋଷ୍ଟଠାରେ ଏକ ଚୁଡା ବୋଝେଇ ୧୦ ଚକିଆ ଟ୍ରକକୁ ଜବତ କରି ଥାନା କୁ ପଠେଇଛନ୍ତି।ଟ୍ରକ ଟି ଛତିଶଗଡ଼ ର ଭାତପାରା ରୁ ଚୁଡା ଲୋଡ଼ କରି ବ୍ରହ୍ମପୁର ଅନ୍ନପୂର୍ଣ୍ଣା ଗ୍ରୋସେରୀ ସପ କୁ ଯାଉଥିଲା।ହେଲେ ଉପଜିଲ୍ଲାପାଳ ଚେକିଙ୍ଗ କରିବା ସମୟରେ ଡ୍ରାଇଭର ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରିନଥିଲା।ତେଣୁ ଗାଡିଟିକୁ ପୋଲିସ ଜିମାରେ ଦିଆଯାଇଛି।
Related Stories
May 2, 2024