ଗାନ୍ଧୀନଗର। ଗୁଜରାତରେ କରୋନା ଭାଇରସର ୧୯ଟି ନୂଆ ମାମଲା ସାମନାକୁ ଆସିଛି । ଏହା ଦ୍ୱାରା ରାଜ୍ୟରେ ମୋଟ ସଂଖ୍ୟା ୧୬୫ରେ ପହଂଚିଛି ବୋଲି ଗୁଜରାଟର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୯ଟି ନୂଆ ମାମଲା ମଧ୍ୟରେ ୧୩ଟି ମାମଲା ଅହମଦାବାଦରେ, ପାଟନରେ ତିନୋଟି, ଭାବନହ, ଆଣନ୍ଦ ଓ ସାବରକାଂଠାରେ ଗୋଟିଏ- ଗୋଟିଏ ମାମଲା ସାମନାକୁ ଆସିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO